ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାମସର ସ୍ଥାନ ଭାବରେ ଦେଶର ଆଉ ୧୦ ଟି ଆର୍ଦ୍ରଭୂମି ସ୍ଥାନ ପାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ପ୍ରତ୍ୟେକ ପରିବେଶ ପ୍ରେମୀ ଖୁସି ଅନୁଭବ କରିବେ ଯେ ଭାରତର ଆଉ ୧୦ ଟି ଆର୍ଦ୍ରଭୂମି ରାମସର ସାଇଟ ଭାବରେ ମନୋନୀତ ହୋଇଛି । ଗତ ମାସରେ ୫ ଟି ସ୍ଥାନ ସମାନ ମାନ୍ୟତା ହାସଲ କରିଥିଲା । ଏହା ଆମର ପ୍ରାକୃତିକ ପରିବେଶର ସୁରକ୍ଷା ପାଇଁ ଆମର ପ୍ରତିବଦ୍ଧତାକୁ ଆହୁରି ଦୃଢ କରିବ ।”
Every environment lover will feel happy that 10 more wetlands in India have been designated as Ramsar sites. Last month, 5 sites achieved the same recognition. This will deepen our commitment to protect our natural surroundings. pic.twitter.com/vf7AKeXT2z
— Narendra Modi (@narendramodi) August 3, 2022