ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାରର ଲଖିସରାଇ ସଡ଼କ ଦୁର୍ଘଟଣାରେ ଜୀବନ ହାନି ଯୋଗୁ ଦୁଃଖ ବ୍ୟକ୍ତ କରିଛନ୍ତି ।
ଆହତମାନେ ଶୀଘ୍ର ସୁସ୍ଥ ହେବାକୁ ସେ ପ୍ରାର୍ଥନା କରିଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୋଷ୍ଟ କରାଯାଇଛି:
‘ବିହାରର ଲଖିସରାଇରେ ହୋଇଥିବା ସଡ଼କ ଦୁର୍ଘଟଣା ପାଇଁ ଅତ୍ୟନ୍ତ ଦୁଃଖିତ । ଦୁର୍ଘଟଣାରେ ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ ସମବେଦନା । ସମସ୍ତ ଆହତ ଶୀଘ୍ର ସୁସ୍ଥ ହେବାକୁ କାମନା କରୁଛି । ରାଜ୍ୟ ସରକାରଙ୍କ ତଦାରଖରେ ସ୍ଥାନୀୟ ପ୍ରଶାସନ ସବୁପ୍ରକାର ସହାୟତାରେ ଲାଗିଛି: ପ୍ରଧାନମନ୍ତ୍ରୀ’ ।
बिहार के लखीसराय में हुआ सड़क हादसा अत्यंत दुखद है। इस दुर्घटना में जिन्होंने अपनों को खोया है, उनके प्रति मेरी शोक-संवेदनाएं। इसके साथ ही मैं सभी घायलों के शीघ्र स्वस्थ होने की कामना करता हूं। राज्य सरकार की देखरेख में स्थानीय प्रशासन पीड़ितों की हरसंभव सहायता में जुटा है: PM…
— PMO India (@PMOIndia) February 21, 2024