ଜନ୍ମଦିନ ଶୁଭେଚ୍ଛା ଜଣାଇଥିବା ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ଅନ୍ୟ ବିଶ୍ୱ ନେତାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃତଜ୍ଞତା ଜଣାଇଛନ୍ତି ।
ରାଷ୍ଟ୍ରପତିଙ୍କ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମାନନୀୟ ରାଷ୍ଟ୍ରପତି ମହୋଦୟ, ଆପଣଙ୍କର ଏହି ଅମୂଲ୍ୟ ଶୁଭେଚ୍ଛା ବାର୍ତ୍ତା ପାଇଁ ହୃଦୟରୁ ସମ୍ମାନ ଜଣାଉଛି ।”
माननीय राष्ट्रपति महोदय, आपके इस अनमोल शुभकामना संदेश के लिए हृदय से आभार।@rashtrapatibhvn https://t.co/Esf2aMhwSs
— Narendra Modi (@narendramodi) September 17, 2021
ଉପରାଷ୍ଟ୍ରପତିଙ୍କ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଚିନ୍ତାଶୀଳ ଶୁଭେଚ୍ଛା ପାଇଁ ଧନ୍ୟବାଦ ଉପରାଷ୍ଟ୍ରପତି @ଏମଭେଙ୍କିଆନାଇଡୁ ଗାରୁ ।”
Thank you Vice President @MVenkaiahNaidu Garu for the thoughtful wishes. @VPSecretariat https://t.co/3QdyIrXbXH
— Narendra Modi (@narendramodi) September 17, 2021
ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଟ୍ୱିଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଶୁଭେଚ୍ଛା ପାଇଁ ଧନ୍ୟବାଦ ରାଷ୍ଟ୍ରପତି @ଗୋଟବାୟାଆର ।”
Thank you President @GotabayaR for the wishes. https://t.co/V7LUsQ6XjP
— Narendra Modi (@narendramodi) September 17, 2021
ନେପାଳ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଉଛି ପିଏମ @ଶେରବିଦେଉବା ।”
I would like to thank you for your kind greetings, PM @SherBDeuba. https://t.co/VoaWP1GCc8
— Narendra Modi (@narendramodi) September 17, 2021
ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଶୁଭେଚ୍ଛା ପାଇଁ ଧନ୍ୟବାଦ ବନ୍ଧୁ, ପିଏମ ରାଜପକ୍ଷ ।”
Thank you my friend, PM Rajapaksa, for the wishes. @PresRajapaksa https://t.co/mwgphjpBC7
— Narendra Modi (@narendramodi) September 17, 2021
ଡୋମିନିକା ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆପଣଙ୍କ ଶୁଭେଚ୍ଛା ପାଇ ବେଶ କୃତଜ୍ଞ, ପିଏମ @ଏସକେରିଟଆର ।”
Grateful to you for the lovely wishes, PM @SkerritR. https://t.co/dx1ClTjcRA
— Narendra Modi (@narendramodi) September 17, 2021
ନେପାଳ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଧନ୍ୟବାଦ, ଶ୍ରୀ @କେପିଶର୍ମାଓଲି ।”
Thank you, Shri @kpsharmaoli. https://t.co/DGvIJ2QhWP
— Narendra Modi (@narendramodi) September 17, 2021