ଭାରତୀୟ ରେଳବାଇ ଅଭୟପୁରୀ - ପଂଚରତ୍ନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ବିଦ୍ୟୁତିକରଣ ସମାପ୍ତ କରିବା ପରେ ମେଘାଳୟ ପ୍ରଥମ ଥର ପାଇଁ ବିଦ୍ୟୁତ ଚାଳିତ ଟ୍ରେନ୍ ପାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି; ଦୁଧନାଇ - ମେଣ୍ଡିପଥର ।
ପିଆଇବି ମେଘାଳୟର ଏକ ଟ୍ୱିଟ୍କୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ;
ମେଘାଳୟ ଏବଂ ଉତ୍ତର ପୂର୍ବ ଅଂଚଳର ସଂଯୋଗକୁ ଆଗକୁ ବଢ଼ାଇବା ପାଇଁ ବହୁତ ଭଲ ଖବର । ”
Wonderful news for Meghalaya and furthering connectivity in the Northeast. https://t.co/AZjPuBr2Ul
— Narendra Modi (@narendramodi) March 17, 2023