Quoteପିଏମ୍ କିଷାନ ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ କୃଷକ ଭାଇ ଭଉଣୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ କୃଷକ ଭାଇଭଉଣୀଙ୍କୁ  ଅଭିନନ୍ଦନ ଜଣାଇଛନ୍ତି । ଏହି ଯୋଜନା କୃଷକମାନଙ୍କ ସହାୟତା ଏବଂ ଉତ୍‌ଥାନ ପାଇଁ ସମର୍ପିତ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ଏ ପର୍ଯ୍ୟନ୍ତ କୃଷକମାନଙ୍କ ଆକାଉଣ୍ଟକୁ ୩.୫ ଲକ୍ଷ କୋଟି ଟଙ୍କା ଯାଇ ସାରିଥିବାରୁ ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ର ଏକ ପୋଷ୍ଟରେ ଲେଖିଛନ୍ତି:

“ପିଏମ୍‌-କିଷୋନ ୬ ବର୍ଷ ପୂରଣ କରିଥିବାରୁ ଦେଶବ୍ୟାପୀ ଆମର ସମସ୍ତ କୃଷକ ଭାଇଭଉଣୀଙ୍କୁ ଅଭିନନ୍ଦନ । ମୋ ପାଇଁ ସନ୍ତୋଷ ଏବଂ ଗର୍ବର ବିଷୟ କି, ଏ ପର୍ଯ୍ୟନ୍ତ ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା କୃଷକଙ୍କ ଆକାଉଣ୍ଟକୁ ଯାଇସାରିଛି । ଆମର ଏହି ପ୍ରୟାସ ଅନ୍ତଦାତାମାନଙ୍କୁ ସମ୍ମାନ, ସମୃଦ୍ଧି ଏବଂ ନବଶକ୍ତି ପ୍ରଦାନ କରୁଛି ।

#PMKisan”

 

  • AK10 March 24, 2025

    PM NAMO IS THE BEST EVER FOR INDIA!
  • Margang Tapo March 22, 2025

    Bharat mata ki jai 🇮🇳🇮🇳🤚
  • Jitendra Kumar March 20, 2025

    🙏🇮🇳
  • Prasanth reddi March 17, 2025

    జై బీజేపీ 🪷🪷🤝
  • ram Sagar pandey March 15, 2025

    🌹🌹🙏🙏🌹🌹ॐनमः शिवाय 🙏🌹🙏जय कामतानाथ की 🙏🌹🙏🌹🌹🙏🙏🌹🌹🌹🙏🏻🌹जय श्रीराम🙏💐🌹जय माता दी 🚩🙏🙏जय श्रीकृष्णा राधे राधे 🌹🙏🏻🌹🌹🌹🙏🙏🌹🌹जय माँ विन्ध्यवासिनी👏🌹💐🌹🌹🙏🙏🌹🌹🌹🙏🏻🌹जय श्रीराम🙏💐🌹
  • ABHAY March 14, 2025

    जय हो
  • Achary pramod chaubey obra sonebhadra March 11, 2025

    राम
  • Vivek Kumar Gupta March 08, 2025

    नमो ..🙏🙏🙏🙏🙏
  • SUNIL CHAUDHARY KHOKHAR BJP March 07, 2025

    07/03/2025
  • SUNIL CHAUDHARY KHOKHAR BJP March 07, 2025

    07/03/2025
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India Eyes Rs 3 Lakh Crore Defence Production By 2025 After 174% Surge In 10 Years

Media Coverage

India Eyes Rs 3 Lakh Crore Defence Production By 2025 After 174% Surge In 10 Years
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 26, 2025
March 26, 2025

Empowering Every Indian: PM Modi's Self-Reliance Mission