ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆ ମୁକ୍ତି ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଗୋଆ ମୁକ୍ତି ଦିବସରେ ଶୁଭେଚ୍ଛା । ଆମେ ସମସ୍ତ ଜନନାୟକଙ୍କ ବୀରତ୍ୱକୁ ମନେ ରଖିଛୁ ଯେଉଁମାନେ ଗୋଆ ମୁକ୍ତି ଆନ୍ଦୋଳନକୁ ସଶକ୍ତ କରିଥିଲେ । ସେମାନଙ୍କ ଉତ୍ସର୍ଗ ଆମକୁ ସର୍ବଦା ଗୋଆର ଅଭିବୃଦ୍ଧି ଏବଂ ସମୃଦ୍ଧି ଦିଗରେ କାମ କରିବାକୁ ପ୍ରେରଣା ଦେଇଥାଏ ।’
Best wishes on Goa Liberation Day. We remember the valour of all stalwarts who strengthened the movement to free Goa. Their determination inspires us to always work towards the growth and prosperity of Goa.
— Narendra Modi (@narendramodi) December 19, 2023