ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହେଲ୍ଥଗିରି ପୁରସ୍କାର ୨୧ ର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି
ଏକାଧିକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମୁଁ ହେଲଥଗିରି ୨୧ ର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଉଛି । ତୃଣମୂଳ ସ୍ତରର ପରିବର୍ତ୍ତନ ର୍ନିମାତା ମାନଙ୍କୁ ନିମୟିତ ସମ୍ମାନିତ କରିବାର ପାଇଁ ମୁଁ ଇଣ୍ଡିଆଟୁଡେ ଗୋଷ୍ଠୀକୁ ପ୍ରଶଂସା କରିବାକୁ ଚାହେଁ, ସ୍ୱଚ୍ଛତା ହେଉ କିମ୍ବା ବର୍ତ୍ତମାନ ସ୍ୱାସ୍ଥ୍ୟସେବା ହେଉ, ପ୍ରତିବର୍ଷ ଅକ୍ଟୋବର ୨ତାରିଖରେ ।”
କୋଭିଡ-୧୯ ବିଶ୍ୱ ମହାମାରୀ ମାଧ୍ୟମରେ ଅସାଧାରଣ ବ୍ୟକ୍ତି ଏବଂ ସଂଗଠନ ଏହି ଘଟଣାରୁ ଉଠି ମହାମାରୀ ବିରୋଧରେ ଲଢେଇକୁ ଦୃଢ କରିଥିଲେ ।
ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟକୁ ସମ୍ମାନ ଦେବା ଏବଂ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ହେଲ୍ଥଗିରି ପୁରସ୍କାର ୨୧ ହେଉଛି ଇଣ୍ଡିଆଟୁଡେ ଗୋଷ୍ଠି ଦ୍ୱାରା ଏକ ପ୍ରଶଂସନୀୟ କାର୍ଯ୍ୟ ।”
Through the COVID-19 global pandemic, extraordinary individuals and organisations rose to the occasion and strengthened the fight against the pandemic. #HealthgiriAwards21 is a commendable effort by @IndiaToday to honour such outstanding efforts and highlight their work.
— Narendra Modi (@narendramodi) October 2, 2021
I would like to congratulate the winners of the #HealthgiriAwards21. I would also like to laud the @IndiaToday group for their regular practice of honouring grassroots level change makers, be it in cleanliness or now healthcare, on 2nd October every year.
— Narendra Modi (@narendramodi) October 2, 2021