ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଇସ୍ରାଏଲ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଇସ୍ରାଏଲବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ମୋର ବନ୍ଧୁ @netanyahu ଓ ଇସ୍ରାଏଲବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ମେଜଲ ଟୋଭ ।”
ברכות לבביות לידידי @netanyahu ולעם ישראל לכבוד יום העצמאות ה-75 של ישראל. מזל טוב!
— Narendra Modi (@narendramodi) April 26, 2023
Heartiest congratulations to my friend @netanyahu and the people of Israel on the 75th anniversary of independence. Mazel Tov!
— Narendra Modi (@narendramodi) April 26, 2023