ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାଜାଖସ୍ତାନ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ରାଷ୍ଟ୍ରପତି କାସିମ- ଜୋମାର୍ତ ତୋକାୟେଭଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“କାଜାଖସ୍ତାନ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ରାଷ୍ଟ୍ରପତି @TokayevKZଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।
ଆମ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ତାଙ୍କ ସହ କାମ ଜାରି ରଖିବାକୁ ଆଶାବାଦୀ । @AkordaPress”
My warm congratulations to President @TokayevKZ, for victory in the Presidential elections in Kazakhstan.
— Narendra Modi (@narendramodi) November 21, 2022
I look forward to continue working together, to further strengthen our bilateral partnership. @AkordaPress