ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନଙ୍କୁ ପୁନର୍ବାର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ଵିଟରେ କହିଛନ୍ତି, "ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନଙ୍କୁ ପୁନର୍ବାର ବିଜୟ ପାଇଁ ମୋର ହାର୍ଦ୍ଦିକ ଅଭିନନ୍ଦନ । ଗତବର୍ଷ ଆମ ସାକ୍ଷାତକୁ ମନେ ପକାଉଛି ଏବଂ ଉଭୟେ ମିଳିମିଶି ଭାରତ-ନ୍ୟୁଜିଲାଣ୍ଡ ସମ୍ପର୍କକୁ ଏକ ଉଚ୍ଚ ସ୍ତରକୁ ନେଇଯିବା ନେଇ ଆଶା କରୁଛି" ।
My heartiest congratulations to the PM of New Zealand @jacindaardern on her resounding victory.
— Narendra Modi (@narendramodi) October 18, 2020
Recall our last meet a year ago and look forward to working together for taking India-NZ relationship to a higher level. pic.twitter.com/8C4OS1LVMQ