ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏଲଭିଏମ୍୩ ର ସଫଳ ଉତକ୍ଷେପଣ ପାଇଁ ଏନଏସଆଇଏଲ, ଇନ୍-ସ୍ପେଶ୍ ଏବଂ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି ।
ୱାନ ୱେବ ର ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଏନଏସଆଇଏଲ୍ ଇଣ୍ଡିଆ, ଇନସ୍ପେଶଇଣ୍ଡିଆ, ଇସ୍ରୋକୁ କୁ ୩୬ ୱାନୱେବ ଉପଗ୍ରହ ସହିତ ଏଲଭିଏମ୍୩ ର ଆଉ ଏକ ସଫଳ ଉତକ୍ଷେପଣ ପାଇଁ ଅଭିନନ୍ଦନ । ଏହା ଆତ୍ମନିର୍ଭରତାର ପ୍ରକୃତ ଆବଗେରେ ବିଶ୍ୱ ବ୍ୟବସାୟିକ ଉତକ୍ଷେପଣ ସେବା ପ୍ରଦାନକାରୀ ଭାବରେ ଭାରତର ଅଗ୍ରଣୀ ଭୂମିକାକୁ ଦୃଢ କରିଛି ।”
Congratulations @NSIL_India @INSPACeIND @ISRO on yet another successful launch of LVM3 with 36 @OneWeb satellites. It reinforces India’s leading role as a global commercial launch service provider in the true spirit of Aatmanirbharta. https://t.co/GflGAN2Wlr
— Narendra Modi (@narendramodi) March 26, 2023