ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କିଙ୍ଗ୍ ଚାର୍ଲ୍ସ ୩ୟ ଏବଂ ରାଣୀ କାମିଲାଙ୍କୁ ସେମାନଙ୍କ ରାଜ୍ୟାଭିଷେକ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟୁଇଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି:
‘ରାଜ୍ୟାଭିଷେକ ପାଇଁ କିଙ୍ଗ୍ ଚାର୍ଲ୍ସ ୩ୟ ଏବଂ ରାଣୀ କାମିଲାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଆମେ ନିଶ୍ଚିତ ଯେ ଭାରତ-ବ୍ରିଟେନ ସମ୍ପର୍କ ଆଗାମୀ ବର୍ଷରେ ଆହୁରି ମଜଭୁତ ହେବ ।’
Warmest congratulations to King Charles III and Queen Camilla on their coronation. We are sure that the India-UK relationship will be strengthened further in the coming years. @RoyalFamily
— Narendra Modi (@narendramodi) May 6, 2023