ପିଏସ୍ଏଲ୍ଭି-ସି49/ଇଓଏସ୍-01 ମିଶନର ସଫଳ ଉତ୍କ୍ଷେପଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ଏବଂ ଭାରତୀୟ ମହାକାଶ ଉଦ୍ୟୋଗକୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆଜି ପିଏସ୍ଏଲ୍ଭି-ସି49/ଇଓଏସ୍-01 ମିଶନର ସଫଳ ଉତ୍କ୍ଷେପଣ ପାଇଁ ମୁଁ ଇସ୍ରୋ ଏବଂ ଭାରତୀୟ ମହାକାଶ ଉଦ୍ୟୋଗକୁ ଅଭିନନ୍ଦନ ଜ୍ଞାପନ କରୁଛି । କରୋନା ମହାମାରୀ ସମୟରେ ଆମ ବେଜ୍ଞାନିକମାନେ ଅନେକ ପ୍ରତିବନ୍ଧକକୁ ଅତିକ୍ରମ କରି ନିର୍ଦ୍ଧାରିତ ସମମୟରେ ଏହି ଲକ୍ଷ୍ୟ ହାସଲରେ ସଫଳ ହୋଇଛନ୍ତି ।
ଆମେରିକା ଓ ଲକ୍ସମବର୍ଗର 4ଟି ଲେଖାଏଁ ଏବଂ ଲିଥୁଆନିଆର ଗୋଟିଏ ଏପରି 9ଟି ଉପଗ୍ରହ ଏହି ମିଶନରେ ମହାକାଶକୁ ସଫଳତାର ସହ ପ୍ରେରଣ କରାଯାଇଛି ।’
Nine satellites, including four each from the US and Luxembourg and one from Lithuania, have also been launched in the Mission.
— Narendra Modi (@narendramodi) November 7, 2020
I congratulate @ISRO and India's space industry for the successful launch of PSLV-C49/EOS-01 Mission today. In the time of COVID-19, our scientists overcame many constraints to meet the deadline.
— Narendra Modi (@narendramodi) November 7, 2020