ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୨୦୨୪ ଫାଇଡ୍ ମହିଳା ବିଶ୍ୱ ରାପିଡ୍ ଚାମ୍ପିଅନ୍‌ସିପ୍ ଜିତିବା ପାଇଁ ହମ୍ପି କୋନେରୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ତାଙ୍କର ଦୃଢ଼ତା ଏବଂ ପ୍ରତିଭାର ପ୍ରଶଂସା କରିଥିଲେ, ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଉଛି ।

ଅନ୍ତର୍ଜାତୀୟ ଚେସ୍ ମହାସଂଘ ହ୍ୟାଣ୍ଡେଲ୍ ଦ୍ୱାରା ଏକ୍ସରେ ଏକ ପୋଷ୍ଟର ଉତ୍ତର ଦେଇ ସେ ଲେଖିଛନ୍ତି :

“୨୦୨୪ ଫାଇଡ୍ ମହିଳା ବିଶ୍ୱ ରାପିଡ୍ ଚାମ୍ପିଅନ୍‌ସିପ୍ ଜିତିଥିବାରୁ ହମ୍ପି କୋନେରୁଙ୍କୁ ଅଭିନନ୍ଦନ ! ତାଙ୍କର ଦୃଢ଼ତା ଏବଂ ପ୍ରତିଭା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଉଛି ।

ଏହି ବିଜୟ ଏକ ଐତିହାସିକ ବିଜୟ କାରଣ, ଏହା ହେଉଛି ତାଙ୍କର ଦ୍ୱିତୀୟ ବିଶ୍ୱ ରାପିଡ୍ ଚାମ୍ପିଅନ୍‌ସିପ୍ ଟାଇଟଲ୍‌, ଯାହା ଦ୍ୱାରା ସେ ଏହି ଅବିଶ୍ୱସନୀୟ ସଫଳତା ହାସଲ କରିବାରେ ଏକମାତ୍ର ଭାରତୀୟ ହୋଇପାରିଛନ୍ତି ।”

 

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
UPI hits record with ₹16.73 billion in transactions worth ₹23.25 lakh crore in December 2024

Media Coverage

UPI hits record with ₹16.73 billion in transactions worth ₹23.25 lakh crore in December 2024
NM on the go

Nm on the go

Always be the first to hear from the PM. Get the App Now!
...
Chess champion Koneru Humpy meets Prime Minister
January 03, 2025

Chess champion Koneru Humpy met the Prime Minister, Shri Narendra Modi today. Lauding her for bringing immense pride to India, Shri Modi remarked that her sharp intellect and unwavering determination was clearly visible.

Responding to a post by Koneru Humpy on X, Shri Modi wrote:

“Glad to have met Koneru Humpy and her family. She is a sporting icon and a source of inspiration for aspiring players. Her sharp intellect and unwavering determination are clearly visible. She has not only brought immense pride to India but has also redefined what excellence is.”