ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ଯୋଗ୍ୟ ନାଗରିକଙ୍କୁ କୋଭିଡ ଟିକାର ଦ୍ୱିତୀୟ ଡୋଜ ଦେଇ ଦେଶରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଜୟରାମ ଠାକୁରଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ବହୁତ ବହୁତ ଅଭିନନ୍ଦ ଜୟରାମ ଠକୁରଜୀ । କୋଭିଡ ବିରୁଦ୍ଧ ଲଢେଇରେ ହିମାଚଳ ପ୍ରଦେଶ ସମଗ୍ର ଦେଶ ସମ୍ମୁଖରେ ଏକ ଉଦାହରଣ ସୃଷ୍ଟି କରିଛି । ଲୋକଙ୍କୁ ଏଭଳି ଟିକା ଦାନ ଏହି ଲଢେଇରେ ନୂତନ ଭାରତକୁ ନୂଆ ଶକ୍ତି ପ୍ରଦାନ କରିବ ।”
बहुत-बहुत बधाई @jairamthakurbjp जी। कोविड के खिलाफ लड़ाई में हिमाचलवासियों ने पूरे देश के सामने एक अनुकरणीय उदाहरण पेश किया है। लोगों का यही जज्बा इस लड़ाई में न्यू इंडिया को नई ताकत देगा। https://t.co/5MCfoZ5gBE
— Narendra Modi (@narendramodi) December 6, 2021