ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚେକ୍ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମହାମହିମ ପିଟର ଫିୟାଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଏକ ଟ୍ବିଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ଚେକ୍ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ଆପଣଙ୍କୁ ଅଭିନନ୍ଦନ, ମହାମହିମ ପିଟର ଫିୟାଲା। ଭାରତ-ଚେକ୍ ଗଣରାଜ୍ୟ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଆପଣଙ୍କ ସହିତ କାର୍ଯ୍ୟ କରିବା ଲାଗି ମୁଁ ଆଗ୍ରହୀ ରହିଛି।”
Congratulations, Excellency Petr Fiala, on your appointment as Prime Minister of the Czech Republic. I look forward to working with you for further enhancing India-Czech ties.@P_Fiala
— Narendra Modi (@narendramodi) November 28, 2021