ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜର୍ଜିଆ ମେଲୋନିଙ୍କୁ ଇଟାଲୀ ସାଧାରଣ ର୍ନିବାଚନରେ ତାଙ୍କ ଦଳ ଫ୍ରାଟେଲି ଡି ଇଟାଲିଆ ନେତୃତ୍ୱ ନେଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଆପଣଙ୍କ ଦଳ ଫ୍ରାଟେଲି ଡି ଇଟାଲିଆ ଇଟାଲୀ ସାଧାରଣ ର୍ନିବାଚନରେ ବିଜୟ ପାଇଁ ଆଗେଇ ନେଇଥିବାରୁ ଅଭିନନ୍ଦନ ଜର୍ଜିଆ ମେଲୋନି । ଆମର ସମ୍ପର୍କକୁ ମଜବୁତ କରିବା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛୁ ।”
Congratulations @GiorgiaMeloni for leading your party @FratellidItalia to victory in the Italian general elections. We look forward to working together to strengthen our ties.
— Narendra Modi (@narendramodi) September 28, 2022