ନ୍ୟୁଜିଲାଣ୍ଡର ସାଧାରଣ ନିର୍ବାଚନରେ ଖ୍ରୀଷ୍ଟୋଫର ଲକ୍ସନଙ୍କ ଦଳ ବିଜୟୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ସାଧାରଣ ନିର୍ବାଚନରେ ଖ୍ରୀଷ୍ଟୋଫର ଲକ୍ସନଙ୍କ ଦଳ ବିଜୟୀ ହୋଇଥିବାରୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଭାରତ-ନ୍ୟୁଜିଲାଣ୍ଡ ସମ୍ପର୍କକୁ ମିଳିତ ଭାବେ ଆହୁରି ମଜଭୁତ କରିବା ପାଇଁ ଉତ୍ସୁକ ।’
Heartiest congratulations to Prime Minister-elect @chrisluxonmp for his party's win in the General Elections.
— Narendra Modi (@narendramodi) October 16, 2023
Look forward to working together to further strengthen India-New Zealand ties.