ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ ସାଧାରଣ ନିର୍ବାଚନରେ ସଫଳତା ପାଇଁ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଭାରତ- ଇସ୍ରାଏଲ ରଣନୈତିକ ଭାଗିଦାରୀକୁ ଗୁରୁତ୍ୱ ପ୍ରଦାନ କରିଥିବାରୁ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ୟେର ଲାପିଡଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଆପଣଙ୍କ ନିର୍ବାଚନୀ ସଫଳତା ପାଇଁ ମାଜେଲ ଟୋଭ ମୋର ବନ୍ଧୁ @netanyahu । ଭାରତ- ଇସ୍ରାଏଲ ରଣନୈତିକ ଭାଗିଦାରୀ ସୁଦୃଢ କରିବା ପାଇଁ ମିଳିତ ପ୍ରୟାସ ଜାରି ରଖିବାକୁ ଉତ୍ସୁକ ।”
“ଭାରତ-ଇସ୍ରାଏଲ ରଣନୈତିକ ଭାଗିଦାରୀକୁ ପ୍ରାଥମିକତା ଦେଇଥିବାରୁ ଧନ୍ୟବାଦ @yairlapid । ଆମ ନାଗରିକମାନଙ୍କ ପାରସ୍ପରିକ ଲାଭ ପାଇଁ ବିଚାରର ସଫଳ ଆଦାନପ୍ରଦାନ ଜାରି ରଖିବାକୁ ଆଶାବାଦୀ ।”
Mazel Tov my friend @netanyahu for your electoral success. I look forward to continuing our joint efforts to deepen the India-Israel strategic partnership.
— Narendra Modi (@narendramodi) November 3, 2022
מזל טוב ידידי @netanyahu על הצלחתך בבחירות. אני מצפה להמשיך במאמצים המשותפים שלנו להעמקת השותפות האסטרטגית בין הודו וישראל.
— Narendra Modi (@narendramodi) November 3, 2022
Thank you @yairlapid for your priority to the India-Israel strategic partnership. I hope to continue our fruitful exchange of ideas for the mutual benefit of our peoples.
— Narendra Modi (@narendramodi) November 3, 2022
תודה לך @yairlapid על תרומתך החשובה לשותפות האסטרטגית של הודו וישראל. אני מקווה להמשיך את חילופי הרעיונות הפוריים שלנו לתועלת ההדדית של עמינו.
— Narendra Modi (@narendramodi) November 3, 2022