ପୂର୍ବତନ ସାଂସଦ ଶ୍ରୀ ସୀତାରାମ ୟେଚୁରୀଙ୍କ ପରଲୋକରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଏକ୍ସରେ ଏକ ଭାବବିହ୍ୱଳ ବାର୍ତ୍ତା ପୋଷ୍ଟ କରି ଶ୍ରୀ ମୋଦୀ କହିଛନ୍ତି:
“ଶ୍ରୀ ସୀତାମରା ୟେଚୁରୀଙ୍କ ପରଲୋକରେ ଗଭୀର ଦୁଃଖିତ । ବାମପନ୍ଥୀଙ୍କ ମଧ୍ୟରେ ସେ ଥିଲେ ଅଗ୍ରଣୀ ଆଲୋକ ସ୍ତମ୍ଭ ଏବଂ କ୍ଷମତାର ଅଳିନ୍ଦରେ ନିଜ ସମ୍ପର୍କ ପାଇଁ ବେଶ୍ ପରିଚିତ ଥିଲେ । ଜଣେ ସୁଦକ୍ଷ ସାଂସଦ ହିସାବରେ ସେ ତାଙ୍କ ଦକ୍ଷତା ପ୍ରତିପାଦିତ କରିଥିଲେ । ଏଭଳି ଦୁଃଖର ସମୟରେ ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ମୋର ସମବେଦନା । ଓମ୍ ଶାନ୍ତି ।”
Saddened by the passing away of Shri Sitaram Yechury Ji. He was a leading light of the Left and was known for his ability to connect across the political spectrum. He also made a mark as an effective Parliamentarian. My thoughts are with his family and admirers in this sad hour.… pic.twitter.com/Cp8NYNlwSB
— Narendra Modi (@narendramodi) September 12, 2024