ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଅର୍ଥନୀତିଜ୍ଞ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଫେସର ୱାଇକେ ଅଲଗଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ପ୍ରଫେସର ୱାଇକେ ଅଲଗ ଜଣେ ବିଦ୍ୱାନ ଥିଲେ । ସେ ଲୋକନୀତିର ବିଭିନ୍ନ ଦିଗ ବିଶେଷ କରି ଗ୍ରାମୀଣ ବିକାଶ, ପରିବେଶ ଓ ଅର୍ଥନୀତି ପ୍ରତି ଆଗ୍ରହୀ ଥିଲେ । ତାଙ୍କ ବିୟୋଗରେ ଦୁଃଖିତ । ଆମ ବାର୍ତ୍ତାଳାପ ମନେ ପଡିବ । ତାଙ୍କ ପରିବାର ଓ ବନ୍ଧୁମାନଙ୍କୁ ସମବେଦନା ଜଣାଉଛି । ଓମ ଶାନ୍ତି ।”
Professor YK Alagh was a distinguished scholar who was passionate about various aspects of public policy, particularly rural development, the environment and economics. Pained by his demise. I will cherish our interactions. My thoughts are with his family and friends. Om Shanti.
— Narendra Modi (@narendramodi) December 6, 2022