ଉତ୍ତର ପ୍ରଦେଶର ବରେଲି ଠାରେ ଏକ ସଡକ ଦୁର୍ଘଟଣା ଯୋଗୁଁ ହୋଇଥିବା ମୃତ୍ୟୁରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;
“ଉତ୍ତର ପ୍ରଦେଶର ବରେଲି ଠାରେ ହୋଇଥିବା ସଡକ ଦୁର୍ଘଟଣା ଖୁବ ଦୁଃଖଦ । ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିଜନମାନଙ୍କୁ ଗଭୀର ସମବେଦନା ଜଣାଉଛି । ଦୁଃଖର ଏହି ମୂହୁର୍ତ୍ତରେ ଈଶ୍ୱର ସେମାନଙ୍କୁ ସହାୟ ହୁଅନ୍ତୁ: PM”
उत्तर प्रदेश के बरेली में हुए सड़क हादसे से अत्यंत दुख हुआ है। इसमें जान गंवाने वालों के परिजनों के प्रति मेरी गहरी संवेदनाएं। ईश्वर शोक की इस घड़ी में उन्हें संबल प्रदान करे: PM @narendramodi
— PMO India (@PMOIndia) May 31, 2022