ଟାଇମ୍ସ ଗ୍ରୁପ ଅଧ୍ୟକ୍ଷ ଶ୍ରୀମତୀ ଇନ୍ଦୁ ଜୈନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି:
“ଟାଇମ୍ସ ଗ୍ରୁପ ଅଧ୍ୟକ୍ଷ ଶ୍ରୀମତୀ ଇନ୍ଦୁ ଜୈନ ଜୀଙ୍କ ବିୟୋଗରେ ମର୍ମାହତ । ତାଙ୍କର ସମାଜ ସେବା, ଭାରତର ପ୍ରଗତି ଏବଂ ସଂସ୍କୃତି ପ୍ରତି ଗଭୀର ଆଗ୍ରହ ପାଇଁ ସେ ସ୍ମରଣୀୟ ହୋଇ ରହିବେ । ତାଙ୍କ ସହ ମୋର ମତ ବିନିମୟକୁ ମୁଁ ସ୍ମରଣ କରୁଛି । ତାଙ୍କ ପରିବାର ପ୍ରତି ମୋର ସମବେଦନା । ଓମ୍ ଶାନ୍ତି ।"
Saddened by the demise of Times Group Chairperson Smt. Indu Jain Ji. She will be remembered for her community service initiatives, passion towards India’s progress and deep-rooted interest in our culture. I recall my interactions with her. Condolences to her family. Om Shanti.
— Narendra Modi (@narendramodi) May 13, 2021