Quoteଶିକ୍ଷା, ସ୍ୱାସ୍ଥ୍ୟସେବା, ପରିମଳ, ପ୍ରାଣୀ କଲ୍ୟାଣ କ୍ଷେତ୍ରରେ ଶ୍ରୀ ଟାଟା ସବୁଠୁ ଆଗରେ ଥିଲେ: ପ୍ରଧାନମନ୍ତ୍ରୀ
Quoteବଡ଼ ସ୍ୱପ୍ନ ଦେଖିବା ଏବଂ ସମାଜକୁ ପ୍ରତିଦାନ କ୍ଷେତ୍ରରେ ଶ୍ରୀ ଟାଟା ସ୍ୱତନ୍ତ୍ର ଥିଲେ: ପ୍ରଧାନମନ୍ତ୍ରୀ

ଶ୍ରୀ ରତନ ଟାଟାଙ୍କ ପରଲୋକରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଶ୍ରୀ ଟାଟା ଜଣେ ଦୂରଦୃଷ୍ଟି ସମ୍ପନ୍ନ ଉଦ୍ୟୋଗୀ, ଦୟାଳୁ ଆତ୍ମା ଏବଂ ସ୍ୱତନ୍ତ୍ର ମଣିଷ ଥିଲେ । ଉତ୍ତମ ସମାଜ ଗଠନ ଦିଗରେ ବିନମ୍ରତା, ଦୟାଳୁ ଭାବନା ଏବଂ ଅତୁଟ ପ୍ରତିବଦ୍ଧତା ଯୋଗୁ ସେ ସମସ୍ତଙ୍କ ପ୍ରିୟ ହୋଇପାରିଥିଲେ ।

ଏକ୍ସର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

“ଶ୍ରୀ ରତନ ଟାଟା ଜଣେ ଦୂରଦୃଷ୍ଟି ସମ୍ପନ୍ନ ଉଦ୍ୟୋଗୀ ଥିଲେ । ଜଣେ ଦୟାଳୁ ଆତ୍ମା ଏବଂ ଅସାଧାରଣ ମଣିଷ ଥିଲେ । ଦେଶର ସବୁଠାରୁ ପୁରୁଣା ଏବଂ ପ୍ରତିଷ୍ଠିତ ବ୍ୟବସାୟିକ ସାମ୍ରାଜ୍ୟକୁ ସେ ସ୍ଥିର ନେତୃତ୍ୱ ଦେଇଥିଲେ । ସମାନ ସମୟରେ ତାଙ୍କ ଅବଦାନ ବୋର୍ଡରୁମ ଠାରୁ ବହୁ ଅଧିକ ଥିଲା । ଉତ୍ତମ ସମାଜ ଗଠନ ଦିଗରେ ବିନମ୍ରତା, ଦୟାଳୁ ଭାବନା ଏବଂ ଅତୁଟ ପ୍ରତିବଦ୍ଧତା ଯୋଗୁ ସେ ସମସ୍ତଙ୍କ ପ୍ରିୟ ହୋଇପାରିଥିଲେ ।”

“ଶ୍ରୀ ରତନ ଟାଟା ଜୀ ଙ୍କ ଏକ ସ୍ୱତନ୍ତ୍ର ଗୁଣ ଥିଲା, ବଡ଼ ସ୍ୱପ୍ନ ଦେଖିବା ଏବଂ ପ୍ରତିଦାନ ଦେବା । ଶିକ୍ଷା, ସ୍ୱାସ୍ଥ୍ୟସେବା, ପରିମଳ, ପ୍ରାଣୀ କଲ୍ୟାଣ କ୍ଷେତ୍ରରେ ସେ ସବୁଠୁ ଆଗରେ ଥିଲେ ।”

“ଶ୍ରୀ ରତନ ଟାଟା ଜୀଙ୍କ ସହ ଅତୀତରେ ହୋଇଥିବା ଅନେକ ଭାବ ବିନିମୟ ମୋ ମନରେ ରହିଛି । ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କୁ ନିୟମିତ ଭେଟୁଥିଲି । ବିଭିନ୍ନ ପ୍ରସଙ୍ଗରେ ଆମେ ଆଲୋଚନା କରୁଥିଲୁ । ତାଙ୍କ ଦୃଷ୍ଟିକୋଣ ବହୁତ ସମୃଦ୍ଧ ଥିବା ମୁଁ ଅନୁଭବ କରିଥିଲି । ମୁଁ ଦିଲ୍ଲୀ ଆସିବା ପରେ ମଧ୍ୟ ଏହି ଭାବ ବିନିମୟ ଜାରି ଥିଲା । ତାଙ୍କ ପରଲୋକରେ ଅତ୍ୟନ୍ତ ଦୁଃଖିତ । ଏଭଳି ଦୁଃଖର ସମୟରେ ତାଙ୍କ ପରିବାର, ବନ୍ଧୁବାନ୍ଧବ, ପ୍ରଶଂସକଙ୍କୁ ମୋର ଗଭୀର ସମବେଦନା । ଓମ୍ ଶାନ୍ତି!” 

 

 

 

  • Vivek Kumar Gupta December 17, 2024

    नमो ..🙏🙏🙏🙏🙏
  • Vivek Kumar Gupta December 17, 2024

    नमो .........................🙏🙏🙏🙏🙏
  • JYOTI KUMAR SINGH December 09, 2024

    🙏
  • Vishnu Mohan Bhardwaj December 03, 2024

    भारत रत्नों की मीटिंग
  • Atul Sharma November 11, 2024

    Jai shree Ram
  • Yogendra Nath Pandey Lucknow Uttar vidhansabha November 08, 2024

    जय श्री राम
  • Avdhesh Saraswat November 04, 2024

    HAR BAAR MODI SARKAR
  • Chandrabhushan Mishra Sonbhadra November 01, 2024

    k
  • Chandrabhushan Mishra Sonbhadra November 01, 2024

    j
  • ram Sagar pandey October 30, 2024

    🌹🌹🙏🙏🌹🌹जय श्रीराम 🙏💐🌹जय श्रीकृष्णा राधे राधे 🌹🙏🏻🌹🌹🌹🙏🙏🌹🌹🌹🌹🙏🙏🌹🌹🌹🌹🙏🙏🌹🌹🌹🌹🙏🙏🌹🌹🌹🌹🙏🙏🌹🌹
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
From record loss in 2018 to record profit: Public sector banks' dividend rises 33 pc to Rs 27,830 cr in FY24

Media Coverage

From record loss in 2018 to record profit: Public sector banks' dividend rises 33 pc to Rs 27,830 cr in FY24
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles demise of Pasala Krishna Bharathi
March 23, 2025

The Prime Minister, Shri Narendra Modi has expressed deep sorrow over the passing of Pasala Krishna Bharathi, a devoted Gandhian who dedicated her life to nation-building through Mahatma Gandhi’s ideals.

In a heartfelt message on X, the Prime Minister stated;

“Pained by the passing away of Pasala Krishna Bharathi Ji. She was devoted to Gandhian values and dedicated her life towards nation-building through Bapu’s ideals. She wonderfully carried forward the legacy of her parents, who were active during our freedom struggle. I recall meeting her during the programme held in Bhimavaram. Condolences to her family and admirers. Om Shanti: PM @narendramodi”

“పసల కృష్ణ భారతి గారి మరణం ఎంతో బాధించింది . గాంధీజీ ఆదర్శాలకు తన జీవితాన్ని అంకితం చేసిన ఆమె బాపూజీ విలువలతో దేశాభివృద్ధికి కృషి చేశారు . మన దేశ స్వాతంత్ర్య పోరాటంలో పాల్గొన్న తన తల్లితండ్రుల వారసత్వాన్ని ఆమె ఎంతో గొప్పగా కొనసాగించారు . భీమవరం లో జరిగిన కార్యక్రమంలో ఆమెను కలవడం నాకు గుర్తుంది .ఆమె కుటుంబానికీ , అభిమానులకూ నా సంతాపం . ఓం శాంతి : ప్రధాన మంత్రి @narendramodi”