ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଦ୍ମଶ୍ରୀ ଏବଂ ସଂସ୍କାର ଭାରତୀର ଜାତୀୟ ଅଭିଭାବକ ବାବା ଯୋଗେନ୍ଦ୍ରଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ମୃତ୍ୟୁକୁ ‘କଳା ଜଗତ ପାଇଁ ଅପୂରଣୀୟ କ୍ଷତି' ବୋଲି କହିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଦେଶର ସେବା ପାଇଁ ଉତ୍ସର୍ଗୀକୃତ ପଦ୍ମଶ୍ରୀ ବାବା ଯୋଗେନ୍ଦ୍ର ଜୀଙ୍କର ଦେହାନ୍ତରେ ଗଭୀର ଦୁଃଖିତ । ତାଙ୍କର ପରଲୋକ ସମଗ୍ର କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଭଗବାନ ତାଙ୍କୁ ତାଙ୍କ ପାଦତଳେ ସ୍ଥାନ ଦିଅନ୍ତୁ । ଓମ୍ ଶାନ୍ତି!”
देश सेवा में समर्पित पद्मश्री बाबा योगेंद्र जी के देहावसान से अत्यंत दुख हुआ है। उनका जाना संपूर्ण कला जगत के लिए एक अपूरणीय क्षति है। ईश्वर उन्हें अपने श्रीचरणों में स्थान दे। ओम शांति!
— Narendra Modi (@narendramodi) June 10, 2022