ଏଡିନବର୍ଗର ଡ୍ୟୁକ ଏଚଆରଏଚ ରାଜକୁମାର ଫିଲିପଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ ନାଗରିକ ତଥା ରାଜ ପରିବାର ପ୍ରତି ନିଜର ସମବେଦନା ଜଣାଇଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି, “ଏଡିନବର୍ଗର ଡ୍ୟୁକ ଏଚଆରଏଚ ରାଜକୁମାର ଫିଲିପଙ୍କ ବିୟୋଗରେ ବ୍ରିଟେନ ନାଗରିକ ତଥା ରାଜ ପରିବାର ପ୍ରତି ମୋର ସମବେଦନା ରହିଛି । ସାମରିକ କ୍ଷେତ୍ରରେ ତାଙ୍କର ଏକ ବିଶିଷ୍ଟ କ୍ୟାରିୟର ଥିଲା ଏବଂ ଅନେକ ଗୋଷ୍ଠୀ ଭିତ୍ତିକ ସେବା କାର୍ଯ୍ୟରେ ସେ ଆଗରେ ଥିଲେ । ତାଙ୍କ ଆତ୍ମାର ସଦଗତି କାମନା କରୁଛି” ।
My thoughts are with the British people and the Royal Family on the passing away of HRH The Prince Philip, Duke of Edinburgh. He had a distinguished career in the military and was at the forefront of many community service initiatives. May his soul rest in peace.
— Narendra Modi (@narendramodi) April 9, 2021