ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଫଗାନିସ୍ତାନରେ ହୋଇଥିବା ଭୂମିକମ୍ପରେ ମୃତାହତଙ୍କ ପାଇଁ ସମବେଦନା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି
“ଆଜି ଆଫଗାନିସ୍ତାନରେ ଘଟିଥିବା ଭୟଙ୍କର ଭୂମିକମ୍ପ ଖବରକୁ ନେଇ ମୁଁ ଅତ୍ୟନ୍ତ ଦୁଃଖିତ । ବହୁମୂଲ୍ୟ ଜୀବନ ହାନି ପାଇଁ ମୋର ଗଭୀର ସମବେଦନା ।
ଭାରତ ଆଫଗାନିସ୍ତାନର ଲୋକମାନଙ୍କ ନିକଟରେ ସେମାନଙ୍କର କଠିନ ସମୟରେ ଛିଡ଼ା ହୋଇଛି ଏବଂ ଯଥା ଶୀଘ୍ର ସମସ୍ତ ବିପର୍ଯ୍ୟୟ ମୁକାବିଲା ପାଇଁ ସାମଗ୍ରୀ ଯୋଗାଇବାକୁ ପ୍ରସ୍ତୁତ ଅଛି ।”
Deeply saddened at the news of the devastating earthquake in Afghanistan today. My deepest condolences on loss of precious lives.
— Narendra Modi (@narendramodi) June 22, 2022
India stands by the people of Afghanistan in their difficult times and is ready to provide all possible disaster relief material at the earliest.