ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଜୈବିକ ଚାଷୀ ଶ୍ରୀମତୀ ପାପ୍ପାମ୍ମାଲଙ୍କପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ସେ କୃଷି ବିଶେଷକରି ଜୈବିକ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଲୋକମାନେ ତାଙ୍କୁ ତାଙ୍କ ବ୍ୟବହାର ଏବଂ ଦୟାମନୋଭାବ ପାଇଁ ପ୍ରଶଂସା କରନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି:
“ପାପ୍ପାମ୍ମାଲ ଜୀଙ୍କ ପରଲୋକରେ ଗଭୀର ଦୁଃଖିତ । ସେକୃଷି, ବିଶେଷ କରି ଜୈବିକ କୃଷି କ୍ଷେତ୍ରରେ ଉଲ୍ଲେଖନୀୟକାର୍ଯ୍ୟ କରିଛନ୍ତି । ଲୋକମାନେ ତାଙ୍କ ବ୍ୟବହାର ଓ ଦୟାମନୋଭାବ ପାଇ ପ୍ରଶଂସା କରନ୍ତି । ତାଙ୍କ ପରିବାର ଓପ୍ରଶଂସକଙ୍କ ପାଇଁ ମୋର ସମବେଦନା୧ ଓମ୍ ଶାନ୍ତି ।”
Deeply pained by the passing away of Pappammal Ji. She made a mark in agriculture, especially organic farming. People admired her for her humility and kind nature. My thoughts are with her family and well wishers. Om Shanti. pic.twitter.com/3JR9LqlMmB
— Narendra Modi (@narendramodi) September 27, 2024


