ଆଖଡା ପରିଷଦର ସଭାପତି ଶ୍ରୀ ନରେନ୍ଦ୍ର ଗିରିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆଖଡା ପରିଷଦର ଅଧ୍ୟକ୍ଷ ଶ୍ରୀ ନରେନ୍ଦ୍ର ଗିରି ଜୀଙ୍କ ଦେହାବସନା ଅତ୍ୟନ୍ତ ଦୁଃଖଦ । ଆଧ୍ୟାତ୍ମିକ ପରମ୍ପରା ପ୍ରତି ସମର୍ପିତ ରହିବା ସହ ସେ ସନ୍ଥ ସମାଜର ଅନେକ ଧାରାକୁ ଏକ ସଙ୍ଗେ ଯୋଡି ରଖିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ । ପ୍ରଭୁ ତାଙ୍କୁ ନିଜ ଶ୍ରୀ ଚରଣରେ ସ୍ଥାନ ଦିଅନ୍ତୁ । ଓଁ ଶାନ୍ତି ।”
अखाड़ा परिषद के अध्यक्ष श्री नरेंद्र गिरि जी का देहावसान अत्यंत दुखद है। आध्यात्मिक परंपराओं के प्रति समर्पित रहते हुए उन्होंने संत समाज की अनेक धाराओं को एक साथ जोड़ने में बड़ी भूमिका निभाई। प्रभु उन्हें अपने श्री चरणों में स्थान दें। ॐ शांति!!
— Narendra Modi (@narendramodi) September 20, 2021