ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ ବିଜେପି ନେତା ଶ୍ରୀ ପି.ଭି ଚଲପଥି ରାଓଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ।
ଏକ ଟୁଇଟରେ ଶ୍ରୀ ମୋଦୀ କହିଛନ୍ତି:
“ଶ୍ରୀ ପି.ଭି ଚଲପଥି ରାଓ ଗାରୁଙ୍କୁ ତାଙ୍କର ଉଲ୍ଲେଖନୀୟ ସେବା ତଥା ଦେଶପ୍ରେମ ଉତ୍ସାହ ପାଇଁ ସ୍ମରଣ କରାଯିବ । ସେ ଅଗଣିତ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ । ତାଙ୍କ ଦେହାନ୍ତରେ ଦୁଃଖିତ । ତାଙ୍କ ପରିବାର ତଥା ପ୍ରଶଂସକଙ୍କୁ ସମବେଦନା । ଓମ୍ ଶାନ୍ତି ।”
Shri PV Chalapathi Rao Garu will be remembered for his outstanding service and patriotic zeal. He will remain a source of inspiration for countless BJP Karyakartas. Anguished by his demise. Condolences to his family and admirers. Om Shanti.
— Narendra Modi (@narendramodi) January 1, 2023