ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ କିରେନ ରିଜିଜୁଙ୍କ ସାଜୋଲାଙ୍ଗ ଲୋକଙ୍କର କାଜାଲାଙ୍ଗ ଗ୍ରାମ ଗସ୍ତ ବିଷୟରେ ଏକ ଟୁଇଟ୍କୁ ଟ୍ୟାଗ୍ କରି ଅରୁଣାଚଳ ପ୍ରଦେଶର ପ୍ରତ୍ୟେକ ସମ୍ପ୍ରଦାୟର ମୂଳ ଗୀତ ଏବଂ ନୃତ୍ୟକୁ ଦର୍ଶାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି
ଆମର ଆଇନ ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଜଣେ ଭଲ ନୃତ୍ୟଶିଳ୍ପୀ!
ଅରୁଣାଚଳ ପ୍ରଦେଶର ଉଜ୍ଜ୍ୱଳ ତଥା ଗୌରବମୟ ସଂସ୍କୃତି ଦେଖି ଭଲ ଲାଗିଲା
Our Law Minister @KirenRijiju is also a decent dancer!
— Narendra Modi (@narendramodi) September 30, 2021
Good to see the vibrant and glorious culture of Arunachal Pradesh… https://t.co/NmW0i4XUdD