ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ତ୍ରୀ ପରିଷଦ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ମନ୍ତ୍ରୀ ପରିଷଦ ବୈଠକ ସଫଳ ହୋଇଛି । ବୈଠକରେ ଆମେ ବିଭିନ୍ନ ନୀତି ବାବଦରେ ମତ ବିନିମୟ କରିଛୁ ।’
A fruitful meeting with the Council of Ministers, where we exchanged views on diverse policy related issues. pic.twitter.com/NgdEN9FNEX
— Narendra Modi (@narendramodi) July 3, 2023