ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ମହିଳା ହେପ୍ଟାଥଲନ ୮୦୦ ମିଟରରେ ବ୍ରୋଞ୍ଜ ପଦକ ଜିତିଥିôବା ନନ୍ଦିନୀ ଆଗାସରାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ମହିଳା ହେପ୍ଟାଥଲନ ୮୦୦ ମିଟର ପ୍ରତିଯୋଗିତାରେ ନନ୍ଦିନୀ ଆଗାସରାଙ୍କ ଦ୍ୱାରା ବ୍ରୋଞ୍ଜ ପଦକ ବିଜୟରେ ଭାରତ ଖୁସି ପାଳିଛି । ସେ ଜଣେ ଚାମ୍ପିୟନ ଯିଏ କି ଖେଳ ଭାବନା ଏବ ଉତ୍କୃଷ୍ଟତାର ପ୍ରତୀକ । ତାଙ୍କୁ ଅଭିନନ୍ଦନ ଏବଂ ଆଗାମୀ ପ୍ରୟାସ ପାଇଁ ଶୁଭକାମନା ।’

 

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
'Should I speak in Hindi or Marathi?': Rajya Sabha nominee Ujjwal Nikam says PM Modi asked him this; recalls both 'laughed'

Media Coverage

'Should I speak in Hindi or Marathi?': Rajya Sabha nominee Ujjwal Nikam says PM Modi asked him this; recalls both 'laughed'
NM on the go

Nm on the go

Always be the first to hear from the PM. Get the App Now!
...
Chief Minister of Uttarakhand meets Prime Minister
July 14, 2025

Chief Minister of Uttarakhand, Shri Pushkar Singh Dhami met Prime Minister, Shri Narendra Modi in New Delhi today.

The Prime Minister’s Office posted on X;

“CM of Uttarakhand, Shri @pushkardhami, met Prime Minister @narendramodi.

@ukcmo”