ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ।
![](https://cdn.narendramodi.in/cmsuploads/0.17505500_1658831179_684-1-prime-minister-narendra-modi-calls-on-president-29th-july-twenty-twenty-two.jpg)
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଆଜି ପୂର୍ବାହ୍ନରେ ରାଷ୍ଟ୍ରପତିଜୀଙ୍କୁ ଭେଟିଲି ।”
Earlier today, called on Rashtrapati Ji. @rashtrapatibhvn pic.twitter.com/aXnz4wdrtU
— Narendra Modi (@narendramodi) July 26, 2022