ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ପୂଜା ସ୍ଵାମୀ ଅବଧେଶାନନ୍ଦ ଗିରି ଜୀଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରି ସମସ୍ତ ସନ୍ଥଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଛନ୍ତି । ପ୍ରଶାସନ ସହିତ ସମ୍ପୂର୍ଣ୍ଣ ସହଯୋଗ ପାଇଁ ସେ ସନ୍ଥ ସମାଜକୁ ଧନ୍ୟବାଦ ଜଣାଇଛନ୍ତି ।
ଦୁଇ ଶାହି ସ୍ନାନ ହୋଇସାରିଥିବାରୁ କୁମ୍ଭକୁ ପ୍ରତୀକାତ୍ମକ ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । ଏହା ମହାମାରୀ ବିରୋଧରେ ଜାରି ରହିଥିବା ଲଢେଇକୁ ସୁଦୃଢ଼ କରିବ ।
आचार्य महामंडलेश्वर पूज्य स्वामी अवधेशानंद गिरि जी से आज फोन पर बात की। सभी संतों के स्वास्थ्य का हाल जाना। सभी संतगण प्रशासन को हर प्रकार का सहयोग कर रहे हैं। मैंने इसके लिए संत जगत का आभार व्यक्त किया।
— Narendra Modi (@narendramodi) April 17, 2021
ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ ସମ୍ମାନ ଜଣାଇ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ପୂଜ୍ୟ ସ୍ଵାମୀ ଅବଧେଶାନନ୍ଦ ଗିରି ଜୀ ଭକ୍ତମାନଙ୍କୁ ବହୁ ସଂଖ୍ୟାରେ ସ୍ନାନ ପାଇଁ ନ ଆସିବାକୁ ଏବଂ କୋଭିଡ ଉପଯୁକ୍ତ ଆଚରଣକୁ ଅନୁସରଣ କରିବା ସହିତ ସମସ୍ତ ନିୟମ ପାଳନ କରିବାକୁ କହିଛନ୍ତି ।
माननीय प्रधानमंत्री जी के आह्वान का हम सम्मान करते हैं ! स्वयं एवं अन्यों के जीवन की रक्षा महत पुण्य है।मेरा धर्म परायण जनता से आग्रह है कि कोविड की परिस्थितियों को देखते हुए #COVID के नियमों का निर्वहन करें ! @narendramodi @AmitShah @TIRATHSRAWAT #KumbhMela2021 #कुम्भमेला https://t.co/zax1JA60nT
— Swami Avdheshanand (@AvdheshanandG) April 17, 2021
माननीय प्रधानमंत्री जी के आह्वान का हम सम्मान करते हैं ! जीवन की रक्षा महत पुण्य है।मेरा धर्म परायण जनता से आग्रह है कि कोविड की परिस्थितियों को देखते हुए भारी संख्या में स्नान के लिए न आएँ एवं नियमों का निर्वहन करें ! @narendramodi @AmitShah @TIRATHSRAWAT #KumbhMela2021 #कुम्भ https://t.co/dNjPPnDztQ
— Swami Avdheshanand (@AvdheshanandG) April 17, 2021