ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବସବ ଜୟନ୍ତୀର ପବିତ୍ର ଅବସରରେ ଜଗଦଗୁରୁ ବସବେଶ୍ୱରଙ୍କୁ ନମନ କରିଛନ୍ତି । ଶ୍ରୀ ମୋଦୀ ଜଗଦଗୁରୁ ବସବେଶ୍ୱରଙ୍କ ସମ୍ପର୍କରେ ନିଜର ଭାବନା ଏକ ଭିଡିଓ କ୍ଲିପ ମାଧ୍ୟମରେ ଶେୟାର କରିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆଜି, ବସବ ଜୟନ୍ତୀର ପବିତ୍ର ଅବସରରେ ଜଗଦଗୁରୁ ବସବେଶ୍ୱରଙ୍କୁ ନମନ କରୁଛି, ଯାହାଙ୍କ ବିଚାର ଓ ଆଦର୍ଶ ଆମକୁ ମାନବ ସମାଜରେ ସେବା ପାଇଁ ପ୍ରେରିତ କରୁଛି । ଦଳିତ ସଶକ୍ତିକରଣ ଓ ଏକ ଦୃଢ ଏବଂ ସମୃଦ୍ଧ ସମାଜ ନିର୍ମାଣ ଉପରେ ସେ ଗୁରୁତ୍ୱ ପ୍ରଦାନ କରିଥିଲେ ।”
Today, on the sacred occasion of Basava Jayanthi, I bow to Jagadguru Basaveshwara, whose thoughts and ideals give us the inspiration to serve humanity. He rightly emphasised on empowering the downtrodden and building a strong and prosperous society. pic.twitter.com/tmEWfBEeQU
— Narendra Modi (@narendramodi) April 23, 2023
ಬಸವ ಜಯಂತಿಯ ಇಂದಿನ ಈ ಪವಿತ್ರ ಸಂದರ್ಭದಲ್ಲಿ, ನಾನು ಜಗದ್ಗುರು ಬಸವೇಶ್ವರರಿಗೆ ಶಿರಸಾ ನಮಿಸುತ್ತೇನೆ. ಅವರ ಆಲೋಚನೆಗಳು ಮತ್ತು ಚಿಂತನೆಗಳು ಮನುಕುಲಕ್ಕೆ ಸೇವೆ ಮಾಡಲು ಪ್ರೇರಣೆ ನೀಡುತ್ತವೆ. ದಮನಿತರನ್ನು ಸಬಲಗೊಳಿಸಲು ಒತ್ತು ನೀಡುತ್ತಾ ಸದೃಢ ಮತ್ತು ಸಮೃದ್ಧ ಸಮಾಜ ನಿರ್ಮಾಣಕ್ಕೆ ಅವರು ಕೊಡುಗೆ ನೀಡಿದ್ದಾರೆ. pic.twitter.com/rgqoyql5qg
— Narendra Modi (@narendramodi) April 23, 2023
ଶ୍ରୀ ମୋଦୀଙ୍କ ଦ୍ୱାରା ନଭେମ୍ବର ୨୦୧୫ରେ ଲଣ୍ଡନ ଠାରେ ଜଗଦଗୁରୁ ବସବେଶ୍ୱରଙ୍କ ପ୍ରତିମୂର୍ତ୍ତି ଅନାବରଣ ସମ୍ପର୍କରେ ସାଂସଦ ଶ୍ରୀ ଶିବକୁମାର ଉଦାସୀଙ୍କ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଜଗଦଗୁରୁ ବସବେଶ୍ୱରଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଆମେ ସଦା ଅନୁସରଣ କରିବା ।
ତାଙ୍କୁ ନମନ କରିବାର ଅନେକ ଅବସର ପାଇ ନିଜକୁ ଗୌରବାନ୍ୱିତ ମନେ କରୁଛି ।”
We will always follow the path shown by Jagadguru Basaveshwara.
— Narendra Modi (@narendramodi) April 23, 2023
I am honoured to have got many opportunities to pay homage to him. https://t.co/mTT5P8ZvUa
ಜಗದ್ಗುರು ಬಸವೇಶ್ವರರು ತೋರಿಸಿಕೊಟ್ಟ ಹಾದಿಯನ್ನು ನಾವು ಸದಾ ಪಾಲಿಸುತ್ತೇವೆ. ಅವರಿಗೆ ಗೌರವ ಸಲ್ಲಿಸಲು ಅನೇಕ ಅವಕಾಶಗಳು ಒದಗಿರುವುದು ನನ್ನ ಸೌಭಾಗ್ಯ. https://t.co/mTT5P8ZvUa
— Narendra Modi (@narendramodi) April 23, 2023