ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମେଘାଳୟ ମୁଖ୍ୟମନ୍ତ୍ରୀ ଶ୍ରୀ କୋନରାଡ କେ. ସାଙ୍ଗମା ଓ ତାଙ୍କ ମନ୍ତ୍ରୀମଣ୍ଡଳ ସଦସ୍ୟମାନଙ୍କ ଶପଥ ଗ୍ରହଣ ସମାରୋହରେ ଭାଗ ନେଇଛନ୍ତି । ଆଜି ଶପଥ ନେଇଥିବା ସମସ୍ତ ନେତାଙ୍କୁ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଶ୍ରୀ @SangmaConrad ଜୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ ସଦସ୍ୟମାନଙ୍କ ଶପଥ ଗ୍ରହଣ ସମାରୋହରେ ଭାଗ ନେଲି । ଶପଥ ନେଇଥିବା ସମସ୍ତ ନେତାଙ୍କୁ ଅଭିନନ୍ଦନ । ମେଘାଳୟକୁ ପ୍ରଗତିର ନୂଆ ଉଚ୍ଚତାକୁ ନେବାକୁ ସେମାନଙ୍କ ଉଦ୍ୟମ ପାଇଁ ଶୁଭକାମନା ଜଣାଉଛି ।”
Attended the oath taking ceremony of Shri @SangmaConrad Ji and his ministerial team. Congratulations to those who took oath. Best wishes to them in their pursuit of taking Meghalaya to new heights of growth. pic.twitter.com/n0m2HQ4cFN
— Narendra Modi (@narendramodi) March 7, 2023