ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 14 ଜୁଲାଇ 2023ରେ ଚାମ୍ପସ୍-ଏଲିସିସ୍‌ରେ ଫ୍ରାନ୍ସ ରାଷ୍ଟ୍ରପତି ମହାମହିମ ଇମାନୁଏଲ୍‌ ମାକ୍ରନଙ୍କ ନିମନ୍ତ୍ରଣକ୍ରମେ ସମ୍ମାନିତ ଅତିଥି ଭାବେ ବାଷ୍ଟିଲ୍‌ ଡେ ପରେଡ୍‌ରେ ସାମିଲ ହୋଇଛନ୍ତି। 

|
|

ଭାରତ-ଫ୍ରାନ୍ସ ରଣନୀତିକ ଭାଗିଦାରୀର 25 ବର୍ଷ ପୂର୍ତ୍ତି ଅବସରରେ ଏକ ସୈନ୍ୟ ବ୍ୟାଣ୍ଡ ନେତୃତ୍ୱରେ ଭାରତୀୟ ସେନାର ତିନି ବିଭାଗରୁ 241 ସଦସ୍ୟ ବିଶିଷ୍ଟ ଦଳ ମଧ୍ୟ ପରେଡରେ ଅଂଶଗ୍ରହଣ କରିଥିଲା। ପଞ୍ଜାବ ରେଜିମେଣ୍ଟ ଏବଂ ଏବଂ ରାଜପୁତାନା ରାଇଫଲ୍ସ ରେଜିମେଣ୍ଟ ମିଳିତ ଭାବେ ଭାରତୀୟ ସୈନ୍ୟ ଦଳର ନେତୃତ୍ୱ ନେଇଥିଲେ।  

|
|

ହାଶିମାରାର 101 ସ୍କ୍ୱାର୍ଡନ୍‌ରୁ ଭାରତୀୟ ବାୟୁ ସେନାର ରାଫେଲ୍‌ ଯୁଦ୍ଧ ବିମାନ ପରେଡ୍‌ ସମୟରେ ଫ୍ଲାଇ ପାଷ୍ଟରେ ଅଂଶଗ୍ରହଣ କରିଥିଲା। 

|
|

ଫରାସୀ ରାଷ୍ଟ୍ର ବିପ୍ଳବ ସମୟରେ 14 ଜୁଲାଇ 1789ରେ ବାଷ୍ଟିଲ ଜେଲ୍‌ ଉପରେ ଆକ୍ରମଣ ହୋଇଥିଲା। ପ୍ରତିବର୍ଷ ଜୁଲାଇ 14 ତାରିଖରେ ଏହାର ବର୍ଷପୂର୍ତ୍ତି ପାଳନ କରାଯାଇଥାଏ। ଏହା ଭାରତ ଏବଂ ଫ୍ରାନ୍ସ ଉଭୟ ଦେଶର ସମ୍ବିଧାନର କେନ୍ଦ୍ରୀୟ ବିଷୟବସ୍ତୁ ‘ସ୍ୱାଧୀନତା, ସମାନତା ଓ ଭାଇଚାରା’ ଭଳି ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତୀକ। 

|
  • Bansikumar.B.Raval July 29, 2023

    The Great of PM
  • Dr Sudhanshu Dutt Sharma July 19, 2023

    मुझे गर्व है कि मैंने मोदी युग में जन्म लिया। आपकी कड़ी मेहनत और देश के लिए समर्पण एक मिसाल है ।आप का को युगों युगों तक याद किया जायेगा। जय श्री राम🚩🚩
  • kheemanand pandey July 18, 2023

    सशक्त भारत🗼 वैश्विक स्तर पर मजबूत साख
  • Gulfam Hasan July 17, 2023

    a great lidar
  • Sanjay Agrawal July 17, 2023

    जय हिंद🙏
  • Bandi Naveengoud July 17, 2023

    Jay Hind Jay Hoo
  • Rasmita Senapati July 16, 2023

    Jay hind
  • Umakant Mishra July 16, 2023

    bharat mata ki jay
  • Dev kant prashar July 16, 2023

    जय हिन्द
  • Ram Shau July 16, 2023

    मोदी योगी जिन्दाबाद जिन्दाबाद
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India's first microbiological nanosat, developed by students, to find ways to keep astronauts healthy

Media Coverage

India's first microbiological nanosat, developed by students, to find ways to keep astronauts healthy
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାର 20, 2025
February 20, 2025

Citizens Appreciate PM Modi's Effort to Foster Innovation and Economic Opportunity Nationwide