Quoteଦେଶବ୍ୟାପୀ ଲୋକମାନେ ମହା ଉତ୍ସହର ସହ ସଂକ୍ରାନ୍ତି ଓ ପୋଙ୍ଗଲକୁ ପାଳନ କରନ୍ତି: ପ୍ରଧାନମନ୍ତ୍ରୀ
Quoteଏହା କୃତଜ୍ଞତା, ପ୍ରଚୁରତା ଏବଂ ନବିନୀକରଣର ପର୍ବ, ଗଭୀର ଭାବେ ଆମ ସଂସ୍କୃତିର କୃଷି ପରମ୍ପରା ଆଧାରିତ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି.କିଷାନ ରେଡ୍ଡୀଙ୍କ ବାସଭବନରେ ଅନୁଷ୍ଠିତ ସଂକ୍ରାନ୍ତି ଓ ପୋଙ୍ଗଲ ଉତ୍ସବରେ ସାମିଲ ହୋଇଛନ୍ତି । ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି, ଭାରତର ଜନସାଧାରଣ ସଂକ୍ରାନ୍ତି ଓ ପୋଙ୍ଗଲ ଉତ୍ସବକୁ ମହା ଉତ୍ସାହର ସହ ପାଳନ କରିଥାନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଏହା କୃତଜ୍ଞତା, ପ୍ରଚୁରତା ଏବଂ ନବିନୀକରଣର ପର୍ବ, ଗଭୀର ଭାବେ ଆମ ସଂସ୍କୃତିର କୃଷି ପରମ୍ପରା ଆଧାରିତ” ।

 

|

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ମୋ ମନ୍ତ୍ରିମଣ୍ଡଳର ସାଥୀ ଶ୍ରୀ ଜି.କିଷାନ ରେଡ୍ଡୀ ଗାରୁଙ୍କ ବାସଭବନରେ ସଂକ୍ରାନ୍ତି ଓ ପୋଙ୍ଗଲ ଉତ୍ସବରେ ଯୋଗ ଦେଲି । ଏକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିଲି । 

 

|

ଭାରତର ଜନସାଧାରଣ ସଂକ୍ରାନ୍ତି ଓ ପୋଙ୍ଗଲ ଉତ୍ସବକୁ ମହା ଉତ୍ସାହର ସହ ପାଳନ କରିଥାନ୍ତି । ଏହା କୃତଜ୍ଞତା, ପ୍ରଚୁରତା ଏବଂ ନବିନୀକରଣର ପର୍ବ, ଗଭୀର ଭାବେ ଆମ ସଂସ୍କୃତିର କୃଷି ପରମ୍ପରା ଆଧାରିତ ।

 

|

ସଂକ୍ରାନ୍ତି ଓ ପୋଙ୍ଗଲ ପାଇଁ ମୋର ଶୁଭେଚ୍ଛା । ପ୍ରତ୍ୟେକଙ୍କ ପାଇଁ ଖୁସି, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଆଗକୁ ସମୃଦ୍ଧ ଅମଳ ଋତୁ କାମନା କରୁଛି ।”

@kishanreddybjp

 

 

“ଏଠାରେ ସଂକ୍ରାନ୍ତି ଉତ୍ସବର କିଛି ଅଧିକ ଫଟୋ । ଭୋଗି ନିଆଁ ମଧ୍ୟ ଜାଳିଲି ।”

 

|
  • கார்த்திக் March 09, 2025

    Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🙏Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🚩
  • अमित प्रेमजी | Amit Premji March 03, 2025

    nice👍
  • kranthi modi February 22, 2025

    jai sri ram 🚩
  • Vivek Kumar Gupta February 17, 2025

    नमो ..🙏🙏🙏🙏🙏
  • Vivek Kumar Gupta February 17, 2025

    जय जयश्रीराम .........................🙏🙏🙏🙏🙏
  • Bhushan Vilasrao Dandade February 10, 2025

    जय हिंद
  • Dr Mukesh Ludanan February 08, 2025

    Jai ho
  • Margang Tapo February 07, 2025

    bharat mata ki jai ⛱️⛱️⛱️⛱️
  • Dr Swapna Verma February 06, 2025

    jay shree Ram
  • Bikranta mahakur February 04, 2025

    m
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Modi’s podcast with Fridman showed an astute leader on top of his game

Media Coverage

Modi’s podcast with Fridman showed an astute leader on top of his game
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 18, 2025
March 18, 2025

Citizens Appreciate PM Modi’s Leadership: Building a Stronger India