ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ନୂଆ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲି। ମୁଖ୍ୟମନ୍ତ୍ରୀ ଶ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଗାରୁ ଏବଂ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଥିବା ଅନ୍ୟ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ଟିଡିପି, ଜନସେନା ଏବଂ ବିଜେପି ସରକାର ଆନ୍ଧ୍ରପ୍ରଦେଶକୁ ଗୌରବର ନୂତନ ଉଚ୍ଚତାରେ ପହଞ୍ଚାଇବା ଏବଂ ରାଜ୍ୟର ଯୁବବର୍ଗଙ୍କ ଆକାଂକ୍ଷା ପୂରଣ କରିବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ।”
Attended the oath taking ceremony of the new Andhra Pradesh Government. Congratulations to Shri @ncbn Garu on becoming the Chief Minister and also to all the others who took oath as Ministers in the Government. The @JaiTDP, @JanaSenaParty and @BJP4Andhra Government is fully… pic.twitter.com/ZCooS5ihIe
— Narendra Modi (@narendramodi) June 12, 2024
ఆంధ్రప్రదేశ్ నూతన ప్రభుత్వ ప్రమాణ స్వీకారోత్సవానికి హాజరయ్యాను. ముఖ్యమంత్రి అయిన సందర్భంగా శ్రీ @ncbn గారికి, మరియు ప్రభుత్వంలో మంత్రులుగా ప్రమాణం చేసిన వారందరికీ కూడా అభినందనలు. ఎపిని నూతన కీర్తి శిఖరాలకు తీసుకెళ్లడానికి మరియు రాష్ట్ర యువత ఆకాంక్షలను నెరవేర్చడానికి @JaiTDP,… pic.twitter.com/oVgnhlqw0u
— Narendra Modi (@narendramodi) June 12, 2024
The Prime Minister shared a video;
A very special oath taking ceremony in Andhra Pradesh! pic.twitter.com/xB9ilheLfn
— Narendra Modi (@narendramodi) June 12, 2024
ఆంధ్రప్రదేశ్లో ఒక ప్రత్యేక ప్రమాణ స్వీకారోత్సవ కార్యక్రమం! pic.twitter.com/K013l4aXHq
— Narendra Modi (@narendramodi) June 12, 2024
The Prime Minister’s Office also posted;
“PM Narendra Modi attended the swearing-in ceremony of the new Andhra Pradesh government. He congratulated Shri N Chandrababu Naidu for becoming the Chief Minister and other leaders for taking oath as Ministers.”
PM @narendramodi attended the swearing-in ceremony of the new Andhra Pradesh government. He congratulated Shri @ncbn for becoming the Chief Minister and other leaders for taking oath as Ministers. pic.twitter.com/OHwhZtJsXs
— PMO India (@PMOIndia) June 12, 2024