ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଇସିନା ଆଲୋଚନା ୨୦୨୨ ର ଉଦଘାଟନୀ ଅଧିବେଶନରେ ଯୋଗ ଦେଇଥିଲେ ଯେଉଁଠାରେ ୟୁରୋପୀୟ କମିଶନର ସଭାପତି ମାନ୍ୟବର ସୁଶ୍ରୀ ଉର୍ସୁଲା ଭନ୍ ଡେର୍ ଲିଏନ୍ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
ଆଜି ସନ୍ଧ୍ୟାରେ ରାଇସିନା ଆଲୋଚନା ୨୦୨୨ର ଉଦଘାଟନୀ ଅଧିବେଶନରେ ଯୋଗ ଦେଇଥିଲେ ।
Attended the inaugural session of #Raisina2022 earlier this evening. @raisinadialogue pic.twitter.com/FjVsNH3hwg
— Narendra Modi (@narendramodi) April 25, 2022