ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ଦୁଇ ଦିନ ଧରି ମୁଖ୍ୟ ଶାସନ ସଚିବମାନଙ୍କ ସମ୍ମିଳନୀରେ ଯୋଗ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି -
ଗତ ଦୁଇ ଦିନ ଧରି ମୁଖ୍ୟ ଶାସନ ସଚିବମାନଙ୍କ ସମ୍ମିଳନୀରେ ଯୋଗ ଦେଇଛି। ଆମେ ବିଭିନ୍ନ ନୀତି ସମ୍ବନ୍ଧୀୟ ପ୍ରସଙ୍ଗରେ ଫଳପ୍ରଦ ଆଲୋଚନା କରିଥିଲୁ ଏବଂ ଉତ୍ତମ ସେବା ପ୍ରଦାନ ସୁନିଶ୍ଚିତ କରିବା ସହିତ ସମସ୍ତ ନାଗରିକଙ୍କ ପାଇଁ ସୁଶାସନ ସୁନିଶ୍ଚିତ କରିବା ର ଉପାୟ ଉପରେ ମଧ୍ୟ ଆଲୋଚନା କରିଥିଲୁ।
Over the last two days, attended the Conference of Chief Secretaries. We had fruitful deliberations on a wide range of policy related issues and also discussed on means of ensuring better service delivery as well as ensuring good governance for all citizens. pic.twitter.com/h7k7v0RKXt
— Narendra Modi (@narendramodi) December 29, 2023