ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବେଙ୍ଗଲୁରୁରେ ପୋଷ୍ଟ ଅଫିସ ନିର୍ମାଣରେ ୩ଡି ପ୍ରିଣ୍ଟିଂ ପ୍ରଯୁକ୍ତି ବ୍ୟବହାରକୁ ପ୍ରଶଂସା କରିଛନ୍ତି ।
କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଏହି ଉଦ୍ଦେଶ୍ୟ ପାଇଁ ପ୍ରଯୁକ୍ତି ବ୍ୟବହାରର ନୂଆ ଦିଗ ଦେଖି ଖୁସି ଲାଗିଲା ।”
Good to see new avenues of technology being harnessed for this purpose. https://t.co/TWLB63c4dn
— Narendra Modi (@narendramodi) April 12, 2023