ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିବେଶକ ଦିଦି ଅନ୍ତର୍ଗତ ଜମ୍ମୁ ଓ କଶ୍ମୀରର ଶ୍ରୀନଗର ଠାରେ ଡାଲ ହ୍ରଦରେ ଭାରତର ପ୍ରଥମ ଭାସମାନ ବିତ୍ତୀୟ ସାକ୍ଷରତା ଶିବିର ଆୟୋଜନ ପାଇଁ ଆଇପିପିବିକୁ ପ୍ରଶଂସା କରିଛନ୍ତି ।
ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କର ଏକ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଚମତ୍କାର ପଦକ୍ଷେପ ଯାହା ମହିଳା ସଶକ୍ତିକରଣକୁ ଆଗେଇ ନେବ ।”
Wonderful initiative which will further women empowerment! https://t.co/YRSCYBFydh
— Narendra Modi (@narendramodi) November 5, 2022