ଗତ କିଛିଦିନ ମଧ୍ୟରେ ୟୁକ୍ରେନ ସମସ୍ୟା ଓ ଅପରେସନ ଗଙ୍ଗାକୁ ନେଇ ସଂସଦରେ ହୋଇଥିବା ସୁସ୍ଥ ବାତାବରଣ ଆଲୋଚନାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ନିଜ ନିଜ ମତାମତ ଦେଇ ଯେଉଁମାନେ ଆଲେଚାନାକୁ ରୁଦ୍ଦିମନ୍ତ କରିଛନ୍ତି ସେହି ସଂସଦ ସଦସ୍ୟମାନଙ୍କୁ ଶ୍ରୀ ମୋଦୀ କୃତଜ୍ଞତା ଜଣାଇଛନ୍ତି। ପ୍ରତିକୂଳ ପରିସ୍ଥିତିରେ ଆମର ନାଗରିମାନଙ୍କ ନିରାପତ୍ତା ପ୍ରତି ଯତ୍ନବାନ ହେବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି ।
କେତେକ ଟୁଇଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ :
“ଗତ କିଛିଦିନ ମଧ୍ୟରେ ସଂସଦରେ ୟୁକ୍ରେନ ପରିସ୍ଥିତି ଓ ଆମ ନାଗରିକମାନଙ୍କୁ ଅପରେସନ ଗଙ୍ଗା ଜରିଆରେ ଦେଶକୁ ଆଣିବା ନେଇ ଏକ ସୁସ୍ଥ ବାତାବରଣ ମଧ୍ୟରେ ଆଲୋଚନାମାନ ହୋଇଯାଇଛି । ଯେଉଁ ସମସ୍ତ ସହକର୍ମୀ ସାଂସଦ ସେମାନଙ୍କ ମତାମତ ଜରିଆରେ ଆଲୋଚନାକୁ ସମୃଦ୍ଧ କରିଛନ୍ତି ମୁଁ ସେମାନଙ୍କ ନିକଟରେ କୃତଜ୍ଞ”
“ସମୃଦ୍ଧ ଓ ଗଠନମୂଳକ ଆଲୋଚନା ବିଦେଶ ନୀତି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ବନ୍ଧର ସୂଚନା ଦେଇଥାଏ । ଏହା ବିଶ୍ୱସ୍ତରରେ ଭାରତରେ ମର୍ଯ୍ୟାଦା ଉଚ୍ଚରେ ରଖେ ।”
“ଆମର ନିଜର ନାଗରିକମାନଙ୍କ ନିରାପତ୍ତା ଓ ଭଲ ଦେଖିବା ଆମର ସମୂହ ଦାୟିତ୍ୱ ହୋଇଥିବାବେଳେ, ଭାରତ ସରକାର ମଧ୍ୟ ପ୍ରତିକୂଳ ପରିସ୍ଥିତିରେ ଯେପରି କେହି ହେଲେ ଅସୁବିଧାରେ ସମ୍ମୁଖୀନ ନ ହୁଅନ୍ତି ତାହା ସୁନିଶ୍ଚିତ କରୁଛନ୍ତି ।”
It is our collective duty to care for the safety and well-being of our fellow citizens and the Government of India will leave no stone unturned to ensure our people do not face any troubles in adverse situations.
— Narendra Modi (@narendramodi) April 6, 2022
The rich level of debate and the constructive points illustrate how there is bipartisanship when it comes to matters of foreign policy. Such bipartisanship augurs well for India at the world stage.
— Narendra Modi (@narendramodi) April 6, 2022
Over the last few days Parliament has witnessed a healthy discussion on the situation in Ukraine and India’s efforts to bring back our citizens through Operation Ganga. I am grateful to all MP colleagues who enriched this discussion with their views.
— Narendra Modi (@narendramodi) April 6, 2022