ଗତ କିଛିଦିନ ମଧ୍ୟରେ ୟୁକ୍ରେନ ସମସ୍ୟା ଓ ଅପରେସନ ଗଙ୍ଗାକୁ ନେଇ ସଂସଦରେ ହୋଇଥିବା ସୁସ୍ଥ ବାତାବରଣ ଆଲୋଚନାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ନିଜ ନିଜ ମତାମତ ଦେଇ ଯେଉଁମାନେ ଆଲେଚାନାକୁ ରୁଦ୍ଦିମନ୍ତ କରିଛନ୍ତି ସେହି ସଂସଦ ସଦସ୍ୟମାନଙ୍କୁ ଶ୍ରୀ ମୋଦୀ କୃତଜ୍ଞତା ଜଣାଇଛନ୍ତି। ପ୍ରତିକୂଳ ପରିସ୍ଥିତିରେ ଆମର ନାଗରିମାନଙ୍କ ନିରାପତ୍ତା ପ୍ରତି ଯତ୍ନବାନ ହେବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି ।

କେତେକ ଟୁଇଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ :

“ଗତ କିଛିଦିନ ମଧ୍ୟରେ ସଂସଦରେ ୟୁକ୍ରେନ ପରିସ୍ଥିତି ଓ ଆମ ନାଗରିକମାନଙ୍କୁ ଅପରେସନ ଗଙ୍ଗା ଜରିଆରେ ଦେଶକୁ ଆଣିବା ନେଇ ଏକ ସୁସ୍ଥ ବାତାବରଣ ମଧ୍ୟରେ ଆଲୋଚନାମାନ ହୋଇଯାଇଛି । ଯେଉଁ ସମସ୍ତ ସହକର୍ମୀ ସାଂସଦ ସେମାନଙ୍କ ମତାମତ ଜରିଆରେ ଆଲୋଚନାକୁ ସମୃଦ୍ଧ କରିଛନ୍ତି ମୁଁ ସେମାନଙ୍କ ନିକଟରେ କୃତଜ୍ଞ”

“ସମୃଦ୍ଧ ଓ ଗଠନମୂଳକ ଆଲୋଚନା ବିଦେଶ ନୀତି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ବନ୍ଧର ସୂଚନା ଦେଇଥାଏ । ଏହା ବିଶ୍ୱସ୍ତରରେ ଭାରତରେ ମର୍ଯ୍ୟାଦା ଉଚ୍ଚରେ ରଖେ ।”

“ଆମର ନିଜର ନାଗରିକମାନଙ୍କ ନିରାପତ୍ତା ଓ ଭଲ ଦେଖିବା ଆମର ସମୂହ ଦାୟିତ୍ୱ ହୋଇଥିବାବେଳେ, ଭାରତ ସରକାର ମଧ୍ୟ ପ୍ରତିକୂଳ ପରିସ୍ଥିତିରେ ଯେପରି କେହି ହେଲେ ଅସୁବିଧାରେ ସମ୍ମୁଖୀନ ନ ହୁଅନ୍ତି ତାହା ସୁନିଶ୍ଚିତ କରୁଛନ୍ତି ।”

 

 

  • G.shankar Srivastav May 29, 2022

    नमो
  • Sanjay Kumar Singh May 14, 2022

    Jai Shri Laxmi Narsimh
  • Bijan Majumder May 13, 2022

    Modi ji Jindabad Biplab Deb Jindabad BJP Jindabad
  • Moiken D Modi April 21, 2022

    Sir  I am from Nagaland my name is Moiken Angh I'm 18 years old and i have been your fan for very long time. Sir I'm the one and only fan of your's in my entire area.. Modiji i would like to see you as a person and i would like to talk to you I know you are too busy but please sir ,you have been my inspiration for a very long time it's has been my dream to see you legend of my life I follow you everywhere Modiji I cannot come to New Delhi because my parents wouldn't allow me to go there I live in a remote place in Nagaland Longleng Sir hope you get my message.... Waiting for your reply... Your most loving Fan..like you...sir I would like to tell you all about myself my story and how I got inspiration from you legend of my life my life has been very unfair towards me from the day I was born till now it's has been very hard for me live but I got inspiration from you.im loss my parents when I was 6 months old and now I live with my Foster parents...sir please please please🙏🙏🙏Moiken Angh looking forward⬅ for your answer🙏🙏🙏 sir hope you understand my situation... Reply me back.. It  will be a life changing movement  for me if you talk to me.... 😭always by your side🙏 your loving daughter👧
  • ranjeet kumar April 20, 2022

    jay🙏🎉🎉
  • Er Bipin Nayak April 17, 2022

    हनुमान जी अपनी भक्ति से, अपने सेवाभाव से, सबको जोड़ते हैं। हर कोई हनुमान जी से प्रेरणा पाता है। हनुमान वो शक्ति और सम्बल हैं जिन्होंने समस्त वनवासी प्रजातियों और वन बंधुओं को मान और सम्मान का अधिकार दिलाया। इसलिए एक भारत, श्रेष्ठ भारत के भी हनुमान जी एक अहम सूत्र हैं: PM
  • Jayantilal Parejiya April 14, 2022

    Jay Hind 4
  • Sudhir kumar modi April 13, 2022

    vande mataram vande mataram vande mataram vande mataram vande mataram
  • ranjeet kumar April 13, 2022

    nmo jay🙏🎉
  • Vigneshwar reddy Challa April 12, 2022

    jai modi ji sarkaar
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India’s Average Electricity Supply Rises: 22.6 Hours In Rural Areas, 23.4 Hours in Urban Areas

Media Coverage

India’s Average Electricity Supply Rises: 22.6 Hours In Rural Areas, 23.4 Hours in Urban Areas
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାର 22, 2025
February 22, 2025

Citizens Appreciate PM Modi's Efforts to Support Global South Development