ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସମାଜରୁ ମାଦକ ଦ୍ରବ୍ୟର କୁପ୍ରଭାବ ଏଡାଇବା ପାଇଁ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସମାଜରେ ମାଦକ ଦ୍ରବ୍ୟର କୁପ୍ରଭାବ ଏଡାଇବାକୁ ହେଉଥିବା ଉଦ୍ୟମରେ ସମନ୍ୱୟ ଓ ତତ୍ପରତା ଆଣିବା ପାଇଁ ଏକ ଭଲ ଉପକ୍ରମ ।”
Good initiative to bring synergy and proactiveness in ending the menace of drugs in society. https://t.co/KMyHnwAIxL
— Narendra Modi (@narendramodi) April 20, 2023