ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର ବିଲାସପୁରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣରେ ଦୁଇଜଣ ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ସୃଜନଶୀଳ କଳାକୃତିକୁ ସେୟାର କରିଛନ୍ତି । ସୃଜନଶୀଳ ଚିତ୍ର ପାଇଁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସାମ୍ବାଦିକ ଡକ୍ଟର ଅଶ୍ୱିନୀ ଶର୍ମାଙ୍କ ଏକ ଟୁଇଟକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ସୃଜନଶୀଳତା ... ଉମଙ୍ଗ ଏବଂ ପୁନମ୍ଙ୍କୁ ଧନ୍ୟବାଦ ।”
Creative…thank you Umang and Poonam. https://t.co/F41VrUusuV
— Narendra Modi (@narendramodi) October 6, 2022