ନୂଆ ଗୀତ ‘କାଶୀ ସ୍ତୁତି’ ପାଇଁ ଗାୟକ କୈଳାସ ଖେର୍ଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।
ଅମର ତଥା ଅକ୍ଷୟ କାଶୀର ମହିମାକୁ ପ୍ରଣାମ କରିଛନ୍ତି ଏବଂ କହିଛନ୍ତି, ଭକ୍ତି ଭାବରେ ଭରା ଏହି ଗୀତର ପ୍ରସ୍ତୁତି ବେଶ ମନମୋହକ ।
କୈଳାସ ଖେରଙ୍କ ଏକ୍ସ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଅମର-ଅବିନାଶୀ’ କାଶୀର ଗୌରବକୁ ବାରମ୍ବାର ନମନ! ଭକ୍ତିରେ ଭରା ଆପଣଙ୍କ ଏହି ପ୍ରସ୍ତୁତି ମନ ମୋହିଲା ଭଳି ।
ଜୟ ବାବା ବିଶ୍ୱନାଥ’ ।
अजर-अमर-अविनाशी काशी की महिमा को बारंबार प्रणाम! भक्ति भाव से भरी आपकी ये प्रस्तुति मन को मोह लेने वाली है।
— Narendra Modi (@narendramodi) December 10, 2023
जय बाबा विश्वनाथ! https://t.co/9ehTylH0N9