ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ମେକ ଇନ ଇଣ୍ଡିଆ’ ପଦକ୍ଷେପ ଅଧୀନରେ ଭାରତୀୟ ରେଳପଥ କୋଚ ଉତ୍ପାଦନକୁ ପ୍ରଶଂସା କରିଛନ୍ତି ।
ରେଳ ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ଏକ ଟ୍ୱିଟରେ ପ୍ରତିକ୍ରି୍ରୟା ରଖି ପ୍ରଧାନମନ୍ତ୍ରୀ କହିଛନ୍ତି:
‘‘ଉକ୍ରୃଷ୍ଟ ଧାରା, ୧୩୦ କୋଟି ଭାରତୀୟଙ୍କ ଶକ୍ତି ଏବଂ କୌଶଳ ସହିତ ଆତ୍ମନିର୍ଭର ହେବା ପାଇଁ ସଂକଳ୍ପକୁ ଦର୍ଶାଉଛି ।’’
Excellent trend, illustrating the strength and skills of 130 crore Indians as well as the resolve to become Aatmanirbhar. https://t.co/OsfIFHIg4z
— Narendra Modi (@narendramodi) January 10, 2023